Saturday, April 19, 2025
32.5 C
Brahmapur

ଦୁଇଦିନିଆ ଦିଲ୍ଲୀ ଇନଭେଷ୍ଟର୍ସ ମିଟରେ ୧୩ଟି ଏମଓୟୁ ସ୍ୱାକ୍ଷରିତ

Share

ଭୁବନେଶ୍ୱର :ଦୁଇଦିନିଆ ଦିଲ୍ଲୀ ଇନଭେଷ୍ଟର୍ସ ମିଟରେ ୧୩ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିିରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ସୂଚନା ।
ଆଇଓସିଏଲ୍ ସହ ଡୁଆଲ-ଫିଡ୍ ନାପଥା କ୍ରାକର ପୋଜେକ୍ଟ ପାଇଁ ଏମଓୟୁ ହୋଇଛି । ଏହି ଏମଓୟୁ ପାଇଁ ରାଜ୍ୟକୁ ୫୮ ହଜାର କୋଟିର ପୁଞ୍ଜି ସହ ୨୪ ହଜାର ନିଯୁକ୍ତି ଲକ୍ଷ୍ୟ ରଖାଯାଇଛି ।
ଏତିସହ ଇସ୍ରୋ,ପେଟ୍ରୋନେଟ୍ ଏଲଏନଜି ସହ ମଧ୍ୟ ବୁଝାମଣା ସ୍ୱାକ୍ଷର କରାଯାଇଛି । ଓଡ଼ିଶାକୁ ମୋଟ ୧ ଲକ୍ଷ ୩ ହଜାର ୯୦ କୋଟିର ପୁଞ୍ଜି ନିବେଶ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି।

Read more

Local News