Monday, July 13, 2026
35.9 C
Brahmapur

ଓଡିଶା ଦର୍ପଣ ଅନୁଷ୍ଠାନ ପକ୍ଷରୁ ଆଜି ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

Share

୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜି ଓଡିଶା ଦର୍ପଣ ର ପତାକାଉତ୍କଳ ପାଳନ କରାଯାଇଥିଲା । ସେଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ରାଜନେତା ଓ ଆଇନଜୀବୀ ପୀତବାସ ପଣ୍ଡା ଉପସ୍ଥିତ ରହି ପତାକା ଉତ୍କଳ ନ କରିଥିଲେ l ଓଡିଶା ଦର୍ପଣ ର ଉପଦେଷ୍ଠା ବରିଷ୍ଠ ସାମ୍ବାଦିକ ପ୍ରକାଶ ମିଶ୍ର, ବରିଷ୍ଠ ରିଟାୟାର୍ଟ ପ୍ରଧାନ ଶିକ୍ଷକ, କେଦାର ସାହୁ, ଦକ୍ଷିଣ ଓଡିଶା ର ସାମ୍ବାଦିକ, ସନ୍ଦେଶ କୁମାର ସାହୁ, ପ୍ରଭାତୀ ଓଡିଶା ସମ୍ପାଦକ, ପ୍ରଦୀପ କର, ଗୋପାଳପୁର ସାମ୍ବାଦିକ, ଭଗବାନ ଦାସ, ହେମନ୍ତ କୁମାର ପାତ୍ର, ସାମ୍ବାଦିକ, ବାଳକୃଷ୍ଣ ସାହୁ, ସାମ୍ବାଦିକ ରମେଶ ଚନ୍ଦ୍ର ବେହେରା ସାମ୍ବାଦିକ, ରତ୍ନାକର ସେଠି, ସମାଜ, ପ୍ରଶାନ୍ତ ମହାପାତ୍ର, ସାମ୍ବାଦିକ ସଞ୍ଜୟ କୁମାର ଦାସ, ସାମ୍ବାଦିକ, ମାନସ ରଞ୍ଜନ ପାଠକ, ସାମ୍ବାଦିକ, ସୀତାକାନ୍ତ ପାତ୍ର, ସାମ୍ବାଦିକ, ସନ୍ତୋଷ ପଟ୍ଟନାୟକ ସାମ୍ବାଦିକ, ରବି ମହାରଣା ସମାଜ ସେବି, ରବୀନ୍ଦ୍ର ମହାରଣା, ସମାଜ ସେବି, ବାବୁ ଗୌଡ଼ ସମାଜ ସେବି ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ l ଓ ଓଡିଶା ଦର୍ପଣ ର ସମ୍ପlଦକ କୃଷ୍ଣଚନ୍ଦ୍ର ପାଳ ଧନ୍ୟବାଦ ଅର୍ପଣ କରିଥିଲେ l

oplus_0

Read more

Local News