ନେପାଳର ରସୁୱାରେ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଶା ଦମ୍ପତି ନିଖୋଜ। ଖୋର୍ଦ୍ଧା ଜିଲ୍ଲାର ୨ ଜଣ ନିଖୋଜ ହୋଇଥିବା ସରକାରଙ୍କ ସୂଚନା। ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ କାଠମାଣ୍ଡୁ ଯାଇ ନିଖୋଜ। ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେବା ଓ ନେବା ପାଇଁ ଜରୁରୀ ନମ୍ୱର ଜାରି । ଜରୁରୀ ନଂ ୦୧୧-୨୩୦୧୨୮୦୭/୭୪୨୮୧୩୫୦୪୪/୮୫୨୭୫୮୦୨୪୫। ଓଡ଼ିଶା ପରିବାର ନୋଡାଲ ଅଧିକାରୀ ପ୍ରିତିଶ ପଣ୍ଡା ସ୍ୱତନ୍ତ୍ର ଭାବେ ନିୟୋଜିତ । ନୂଆଦିଲ୍ଲୀ ଓଡ଼ିଶା ନିବାସରେ ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା