Wednesday, January 22, 2025
19.2 C
Brahmapur

ନ୍ୟୁଜ

ମାଁ ତାରାତାରିଣୀ ପୀଠରେ ନବରାତ୍ର ପୂଜା ସହ କାଚରା ଘରର ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ପ୍ରତି ବର୍ଷ ପୁରୁଣା ପରମ୍ପରା ହିସାବରେ ମାଁ ତାରାତାରିଣୀ ପୀଠରେ ପର୍ବ ପର୍ବାଣୀ ସହ କାଚ ପିନ୍ଧା କାର୍ଯ୍ୟକ୍ରମ ପାଳନ ହୋଇ ଆସୁଛି। ଯଥାର୍ଥରେ ଯାହାକି ମାଁ ବିଶୁ ପ୍ରହରାଜ ଘରେ ରହି ଆସୁଥିଲେ ଯେଉଁ ଦିନଠାରୁ ମାଁ ବିଶୁ...

ପରିବାରର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା…

ବିଧାନସଭାରେ ସୁଭଦ୍ରା ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୂଚନା ଅନୁଯାୟୀ ସେ କହିଛନ୍ତି ଯେ, ପରିବାରର ସବୁ ମହିଳା ସୁଭଦ୍ରା ଯୋଜନାରେ ସୁବିଧା ପାଇପାରିବେ । ପରିବାରରେ...

ଓଡିଶା ଦର୍ପଣ ଅନୁଷ୍ଠାନ ପକ୍ଷରୁ ଆଜି ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜି ଓଡିଶା ଦର୍ପଣ ର ପତାକାଉତ୍କଳ ପାଳନ କରାଯାଇଥିଲା । ସେଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ରାଜନେତା ଓ ଆଇନଜୀବୀ ପୀତବାସ ପଣ୍ଡା ଉପସ୍ଥିତ ରହି...

ଆସନ୍ତା ୨୨ରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ…

ଆସନ୍ତା ୨୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ...

ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ଚିଠି ଲେଖିଛନ୍ତି...

ଅଭିନେତା ବିଜୟ କଦମଙ୍କ ପରଲୋକ…

ବିଶିଷ୍ଟ ମରାଠୀ ଅଭିନେତା ବିଜୟ କଦମଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ବିଜୟଙ୍କୁ ୬୭ ବର୍ଷ ବୟସ ହୋଇଥିଲା । କ୍ୟାନସରରେ ପୀଡ଼ିତ ହୋଇ ବିଜୟ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା...

ଗଞ୍ଜାମ ଜିଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ…

ଗଞ୍ଜାମ ଜିଲା ରାଜସ୍ୱ ସମୀକ୍ଷା ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲାରେ ଥିବା ଭୂମିହୀନ ପରିବାରକୁ ଚିହ୍ନଟ କରିବାକୁ ତହସିଲାଦରମାନଙ୍କୁ କୁହାଯାଇଛି ।...

ଫିଜିର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ରାଷ୍ଟ୍ରପତି…

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ ମିଳିଛି । ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ତାଙ୍କୁ ‘Companion of the Order of Fiji’ ସମ୍ମାନରେ...

ଓଡ଼ିଶାରେ କାର୍ଯ୍ୟକାରୀ ହେବ ‘ପେସା ଆଇନ’…

ରାଜ୍ୟରେ କାର୍ଯ୍ୟକାରୀ ହେବ ପଞ୍ଚାୟତ ଏକ୍ସଟେନସ ଟୁ ଶିଡ୍ୟୁଲଡ ଏରିଆ (ପେସା), ଆଇନ୍ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି । ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ...

ଗାନ୍ଧୀ ମାର୍ଗରେ ପାଳିତ ହେବ ସ୍ୱାଧୀନତା ଦିବସ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଚଳିତ ବର୍ଷ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ । ପାଖାପାଖି ୪୦ଟି କଣ୍ଟିଜେଣ୍ଟ ସ୍ୱାଧୀନତା ଦିବସ ପରେଡରେ ଭାଗ ନେବେ । ଏହି ଦିବସ ପାଳନ ଉପଲକ୍ଷେ...

ବନ୍ଦ ରହିବ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ…

ଆସନ୍ତାକାଲି ଜୁଲାଇ ୨୯ ତାରିଖ ସୋମବାର ଦିନ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । କାରଣ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଛି...