ବ୍ରହ୍ମପୁର:ଜନାନା ହସ୍ପିଟାଲ ରୋଡ ବ୍ୟବସାୟୀ ସଂଘର ମାଁ ଦୁର୍ଗା ଙ୍କ ପଞ୍ଚଦିନ ପୂଜା ଆଡ଼ମ୍ବର ସହକାରେ ସମ୍ପର୍ଣ୍ଣ ହୋଇସାରିଛି, ଏହି ପୂଜାକୁ ସଭାପତି ସଞ୍ଚିତ କୁମାର ପାଣିଗ୍ରାହୀ,ଓ ସଂପାଦକ କେ.ଶ୍ରୀନିବାସ ରାଓ ଙ୍କ ସହ ତ୍ରିପତୀ ନାୟକ, ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ପି.ଲକ୍ଷ୍ମୀ ନାରାୟଣ ପାତ୍ର,ଶରତ ଚନ୍ଦ୍ର ପାଢ଼ୀ,ଶିବ ଶଙ୍କର ନାୟକ, ଅଶୋକ ମହାପାତ୍ର, ଜୟକୃଷ୍ଣ ପଟ୍ଟନାୟକ, ଅର୍ଣ୍ଣବ ସାହୁ, ରବିନ୍ଦ୍ର ସାହୁ, ପ୍ରିତୀ ରଞ୍ଜନ ପଟ୍ଟନାୟକ, ବିଜୟ କୁମାର ଶତପଥି,ଟୁଟୁ ପଟ୍ଟନାୟକ, ଏନ୍ ଶ୍ରୀନିବାସ ରାଓ ଙ୍କ ସହଯୋଗ ରେ ପୂଜା ସଫଳତାର ସହ ସମ୍ପର୍ଣ୍ଣ ହୋଇଥିବାରୁ ସଂଘ ସଚିବ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସଂଘର କର୍ମକର୍ତ୍ତା ଓ ସମସ୍ତ ବ୍ୟବସାୟୀ ଙ୍କୁ ସାଧୁବାଦ ଜଣାଇଛନ୍ତି।
Share
Read more