ବ୍ରହ୍ମପୁର:-ବ୍ରହ୍ମପୁର ଠାରୁ ପୁରୀ ଏକ ଟ୍ରେନ ଓ ରେଳ ଷ୍ଟେସନ ର ବିଭିନ୍ନ ସମସ୍ୟା ନେଇ ଫୋରମ ପକ୍ଷରୁ ଧାରଣା ଦିଆଯିବ
ବ୍ରହ୍ମପୁର ସ୍ଥାନୀୟ ସନ୍ତୋଷୀ ମା କଲ୍ୟାଣ ମଣ୍ଡପ ବିଜିପୁର ଠାରେ ଗଞ୍ଜାମ ଜିଲ୍ଲା ବିଜୁପଟନାୟକ ସିନିଅର ସିଟିଜେନ୍ସ ଫୋରମର ମାସିକ ସାଧାରଣ ପରିଷଦ ବୈଠକ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l
ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ ଗତ ମାସ ବୈଠକ ର ବିବରଣୀ ପାଠ କରିଥିବା ବେଳେ କୋଷାଧକ୍ଷ ଶ୍ରୀ ଶରତ କୁମାର ପାତ୍ର ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ l
Share
Read more