Saturday, April 19, 2025
33 C
Brahmapur

ନଦୀରେ ଗାଧୋଇବାବେଳେ ୨ଜଣ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Share

କେନ୍ଦୁଝର: ଗାଧୋଇବାବେଳେ ୨ଜଣ ଦଶମ ଶ୍ରେଣୀ ଛାତ୍ର ବୁଡ଼ିଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।। ଆଜି ୮ଜଣ ଛାତ୍ର ଚମ୍ପୁଆ ସରେଇ ଗାଁ ବୈତରଣୀ କେଶରୀ କୁଣ୍ଡରେ ଗାଧୋଇବାକୁ ଯାଇଥିଲେ। ବୈତରଣୀ କେଶରୀ କୁଣ୍ଡରେ ୮ଜଣ ଛାତ୍ର ସାଙ୍ଗ ହୋଇ ଗାଧୋଇବାବେଳେ ବୁଡ଼ି ୨ଜଣ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ବୁଡ଼ିଯାଇଥିବା୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଉଭୟ ଛାତ୍ର ଦଶମ ଶ୍ରେଣୀରେ ପଢୁଥିଲେ। ବୈତରଣୀ କେଶରୀ କୁଣ୍ଡରେ ଗାଧୋଇବାକୁ ଆସିଥିବା ସମସ୍ତ ଛାତ୍ର ରାମଲାର ଏକ ଘରୋଇ ହଷ୍ଟେଲରେ ରହୁଥିଲେ ବୋଲି ଜଣାପଡ଼ିଛି

Read more

Local News