ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ପ୍ରବାଦ ପୁରୁଷ ତଥା ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ନିଆଁ ଲଗେଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖ ଦାୟକ। ଆଜି ଏହି ଘଟଣାକୁ ବ୍ରହ୍ମପୁର ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିବା ସହିତ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବହୁ ବିଜୁ ପ୍ରେମୀ ମାନଙ୍କ ସହିତ ମିଶି ପ୍ରତିବାଦ କରିଥିଲୁ ଏଥିରେ ମାନନୀୟା , ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି DrRamesh Chandra Chyaupatnaik, ମାନ୍ୟବର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବିଧାୟକ ବ୍ରହ୍ମପୁର Bikram Kumar Panda, ଏବଂ ସୋରଡ଼ା ବିଧାୟକ Purna Chandra Swain,ବ୍ରହ୍ମପୁର ମେୟର ଶ୍ରୀମତୀ Sanghamitra Dalei, ପୂର୍ବତନ ରାଜ୍ୟ କାଜୁ ନିଗମ ଅଧକ୍ଷ ଶ୍ରୀଯୁକ୍ତ Subash Moharana, ଏବଂ ଗଞ୍ଜାମ ଜିଲ୍ଲା ଛାତ୍ର ସଭାପତି Prasant Kumar Panda, ଯୁବ ସଭାପତି Bhabani Sahu, ବ୍ରହ୍ମପୁର ଯୁବ ସଭାପତି Ajit Kumar Panda, ଛାତ୍ର ସଭାପତି Sovan Nayak, ଏବଂ ସମସ୍ତ ବରିଷ୍ଠ କର୍ପୋରେଟର ବୃନ୍ଦ ଓ ବିଜୁ ପରିବାର ର ସମସ୍ତ ସଦସ୍ୟା ଗଣ ଉପସ୍ଥିତ ଥିଲେ.Naveen Patnaik Biju Janata Dal Odisha
ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ନିଆଁ ଲଗେଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖ ଦାୟକ। ତୀବ୍ର ନିନ୍ଦା କଲେ ବ୍ରହ୍ମପୁର ବିଜୁ ଜନତା ଦଳ

Share
Read more