ଗଞ୍ଜାମର ପାରମ୍ପରିକ ଦଣ୍ଡନାଚ ଆରମ୍ଭ ହୋଇଛି । ୨୧ ଦିନ ଯାଏଁ ଗାଁ ଗାଁ ବୁଲି ଭୋଗ ଖାଇବେ ମାଁ ଦଣ୍ଡକାଳୀ । ମାନସିକ ବ୍ରତଧାରୀ ୨୧ ଦିନ ଧରି ବ୍ରତ ପାଳନ କରିବେ । ଦିନରେ ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Company
© Odisha Darpan - All Rights Reserved.