Monday, April 21, 2025
28.4 C
Brahmapur

ନ୍ୟୁଜିଲାଣ୍ଡରେ ଭୂମିକମ୍ପ ଝଟକା ଅନୁଭୂତ

Share

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୫ ମପାଯାଇଛି । ଏହି ଭୂମିକମ୍ପ ଦକ୍ଷିଣ ଦ୍ୱୀପ ନୂୟଜିଲ୍ୟାଣ୍ଡର ପଶ୍ଚିମ ତଟରେ ହୋଇଛି ।
National Center for Seismology ଏହି ସୂଚନା ଦେଇଛି। ରିକ୍ଟର ସ୍କେଲରେ ଏତେ ପରିମାଣର ତୀବ୍ରତା ସୂଚୀତ କରୁଛି ଯେ, ଏଠାରେ ଭୂମିକମ୍ପ ଅନେକ କ୍ଷୟକ୍ଷତି ଘଟାଇଛି ।ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ଆସିନାହିଁ ।

Read more

Local News