Monday, April 21, 2025
28.4 C
Brahmapur

ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ିଲା

Share

ନୁଆଦିଲ୍ଲୀ:ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢ଼ିଲା । ଏଣିକି ସିଲିଣ୍ଡର ୮୦୩ ଟଙ୍କା ବଦଳରେ ୮୫୩ ଟଙ୍କାରେ ମିଳିବ । ଉଜ୍ୱଳା ଯୋଜନା ଉପଭୋଗ କରୁଥିବା ଲୋକଙ୍କୁ ଏବଂ ଉଜ୍ୱଳା ଯୋଜନା ସେବା ପାଉ ନ ଥିବା ଉଭୟ ବର୍ଗଙ୍କୁ ୫୦ ଟଙ୍କା ବୃଦ୍ଧିରେ ଏଲପିଜି ସିଲିଣ୍ଡର କିଣିବାକୁ ପଡ଼ିବ । ଉଜ୍ୱଳା ଉପୋଭୋକ୍ତା ୫୦୦ ଟଙ୍କାରେ ସିଲିଣ୍ଡର କିଣୁଥିବା ବେଳେ ସେମାନଙ୍କୁ ଏବେ ୫୫୦ ଟଙ୍କା ଦେବାକୁ ପଡ଼ିବ ।

Read more

Local News