ଗୋପାଳପୁର:-ସତ୍ୟନାରାୟଣପୁର ଗ୍ରାମରେ ରହୁଥିବା ଓଡିଶା ଦର୍ପଣ ନିୟୁଜ ସାମ୍ବାଦିକ ସନ୍ଦେଶ କୁମାର ସାହୁଙ୍କ ମାତା ଝୁନୁ ସାହୁଙ୍କ ବ୍ରହ୍ମପୁର ମେଡିକାଲରେ ବିୟୋଗ ହୋଇଥିଲା l ମୃତ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସେ ଜଣେ ମେଳାପି,ପରୋଉପକାରୀ ଭାବେ ଅଞ୍ଚଳରେ ପରିଚିତ ଥିଲେ l ଅଞ୍ଚଳବାସୀ ସମସ୍ତେ ନାମ ସଂକୀର୍ତ୍ତନରେ ଉପସ୍ଥିତ ଥିଲେ l ତାଙ୍କର ସ୍ୱାମୀ ଭଵାନୀ ଚରଣ ସାହୁ,ବଡ଼ ପୁଅ ସନ୍ତୋଷ,ମଝିଆପୁଅ ସୁରେଶ ସାନ ପୁଅ ସନ୍ଦେଶ ସାହୁ ଉପସ୍ଥିତ ଥିଲେ l ଦ୍ବାଦଶାହ କାର୍ୟ୍ଯ ସମ୍ପନ୍ନ ହୋଇଥିଲା l