ଶ୍ରାବଣ ମାସର ଆଜି ପ୍ରଥମ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି କାଉଡିଆଙ୍କ ଭିଡ଼ ଲାଗିଛି । ବିଭିନ୍ନ ଶିବ ମନ୍ଦିରରେ ଶତାଧିକ ବୋଲବମ୍ ଭକ୍ତ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି । ଏହି ଅବସରରେ ବୋଲ୍ ବମ୍ ନାରାରେ କମ୍ପୁଛି ମନ୍ଦିର ପରିସର ।

Company
© Odisha Darpan - All Rights Reserved.