Monday, July 13, 2026
35.9 C
Brahmapur

ବଲିଉଡର ଷ୍ଟାର କ୍ୟାଟ୍ରିନା ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି

Share

ଭୁବନେଶ୍ୱର:ବଲିଉଡର ପାୱାର କପଲ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳଙ୍କ ଘରେ ଶୁଭିଲା କୁଆଁ କୁଆଁ। ଉଭୟ ଷ୍ଟାରଙ୍କ ପରିବାର ଏବଂ ପ୍ରଶଂସକ ଯେଉଁ ମୁହୂର୍ତ୍ତ ପାଇଁ ଅପେକ୍ଷା କରିଥିଲେ ତାହା ଆସିଗଲା। ପିତାମାତା ହେଲେ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ । ଅଭିନେତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।ଏହି ଦମ୍ପତି ନିଜେ ଏହି ସୂଚନା ସମସ୍ତଙ୍କ ସହିତ ସେୟାର କରିଛନ୍ତି। ଏହି ଖବର ଆସିବା ପରେ ପ୍ରଶଂସକଙ୍କ ଭିତରେ ଖୁସିର ମାହୋଲ । ଭିକି ଏବଂ କ୍ୟାଟ୍ରିନା ସେମାନଙ୍କ ପୁଅକୁ ଦୁନିଆରେ ସ୍ୱାଗତ କରି ଏକ ଜଏଣ୍ଟ ପୋଷ୍ଟ ସେୟାର କରିଛନ୍ତି।କ୍ୟାଟ୍ରିନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି

Read more

Local News