କଟକ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ ଘଟିଛି । ଅକ୍ଷର ପଟେଲ୍ ୨୩ ରନ୍ କରି ଆଉଟ୍ ହୋଇଛନ୍ତି । ସେ ସିମ୍ପଲା୍ଙ୍କ୍ ବଲ୍ରେ ଫେରେରାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଛନ୍ତି ।ତିଳକ ବର୍ମା ୨୬ ରନ୍ କରି ନିଗିଡିଙ୍କ ବଲ୍ରେ ଛକା ମାରିବାକୁ ଉଦ୍ୟମ କରୁଥିବା ବେଳେ ପଡିଆର ସୀମା ନିକଟରେ ମାର୍କୋଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ।