ବ୍ରହ୍ମପୁର,: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଚାରୋଟି ରାଜ୍ୟ ଦାୟୀତ୍ୱରେ ଥିବା କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଆଜି ବ୍ରହ୍ମପୁର ଗସ୍ତରେ ଆସି ଦଳର ସାଂଗଠନିକ ବୈଠକରେ ଯୋଗ ଦେଇଥିଲେ ।

Company
© Odisha Darpan - All Rights Reserved.