Wednesday, January 22, 2025
19.2 C
Brahmapur

ବହୁ ଦିନର ପ୍ରତୀକ୍ଷା ପରେ ,କୋର୍ଟ ପରିସରରେ ନୁତନ କୋଠା ସ୍ଵିକୃତି

Share

ବ୍ରହ୍ମପୁର : ବହୁ ଦିନର ପ୍ରତୀକ୍ଷା ପରେ ଜିଲ୍ଲା ଅଦାଲତର ନୂତନ କୋଠା,କୋର୍ଟ ପରିସର ମଧ୍ୟରେ ହିଁ ହେବାପାଇଁ ଲଗାତାର ଚେଷ୍ଟା ଓ ଉଦ୍ୟମ କରି ସଫଳ ହୋଇଥିବା ଗଞ୍ଜାମ ଓକିଲ ସଙ୍ଘର କର୍ମକର୍ତ୍ତାଙ୍କୁ ଓକିଲଙ୍କ ତରଫରୁ ସମର୍ଦ୍ଧନା ଦିଆଗଲା

Read more

Local News