Wednesday, January 22, 2025
19.2 C
Brahmapur

ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା : ନୀତିନ ଗଡକରୀ

Share

ଭୁବନେଶ୍ୱର(ଏସ.ଏମ.ପି): ସଡକ ଦୁର୍ଘଟଣା ହେଲେ ଆହତଙ୍କୁ ମିଳିବ କ୍ୟାସଲେସ ଚିକିତ୍ସା ବ୍ୟବସ୍ଥା । ଏନେଇ ଆଜି ବଡ ଘୋଷଣା କରିଛନ୍ତି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।ସଡକ ଦୁର୍ଘଟଣା ହେଲେ ଆହତଙ୍କୁ ମିଳିବ କ୍ୟାସଲେସ ଚିକିତ୍ସା ବ୍ୟବସ୍ଥା । ଏନେଇ ଆଜି ବଡ ଘୋଷଣା କରିଛନ୍ତି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।
ମାର୍ଚ୍ଚ ସୁଦ୍ଧା ସରକାର ସଂଶୋଧିତ ଯୋଜନା ଆଣିବେ । ଏଥିରେ ସଡକ ଦୁର୍ଘଟଣାର ଶିକାର ହେଲେ ଆହତମାନଙ୍କୁ ମାଗଣା ଚିକିତ୍ସା ମିଳିବ ମାର୍ଚ୍ଚ ସୁଦ୍ଧା ସରକାର ସଂଶୋଧିତ ଯୋଜନା ଆଣିବେ । ଏଥିରେ ସଡକ ଦୁର୍ଘଟଣାର ଶିକାର ହେଲେ ଆହତମାନଙ୍କୁ ମାଗଣା ଚିକିତ୍ସା ମିଳିବ। ।କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନେ ସାତଦିନ ପର୍ଯ୍ୟନ୍ତ ଦେଢ ଲକ୍ଷ ଯାଏଁ ଚିକିତ୍ସା ସୁବିଧା ପାଇପାରିବେ । ଏହି ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (NHA) ପୋଲିସ, ଡାକ୍ତରଖାନା ଏବଂ ରାଜ୍ୟ ସ୍ବାସ୍ଥ୍ୟ ଏଜେନ୍ସି ଇତ୍ୟାଦିର ସମନ୍ବୟରେ ଏହି କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟକାରୀକାରୀ ସଂସ୍ଥା ହେବ ।

Read more

Local News