Thursday, July 2, 2026
36.1 C
Brahmapur

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ

Share

ଖୋର୍ଦ୍ଧା(ସଞ୍ଜୀବ କୁମାର):-୧୨ଟି ଜିଲ୍ଲାରୁ ଆରମ୍ଭ ହେଲା ଏକ୍ସପ୍ରେସ ବସ୍‌ ସେବା। ୧୨ ଜିଲ୍ଲା ଗୁଡିକ ଯଥା ବଲାଙ୍ଗିର, ବରଗଡ଼, ଗଞ୍ଜାମ, ଝାରସୁଗୁଡ଼ାକୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଆଜି ଗଡ଼ିଲା ବସ୍।ଜିଲ୍ଲା ସଦର ମହକୁମାରୁ ଭୁବନେଶ୍ଵର ଦେଇ ପୁରୀକୁ ଯିବ ବସ୍‌ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ଆରମ୍ଭ ହେଲା ବସ୍‌ ସେବାଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାଇ, ୩୦ ଜିଲ୍ଲାରୁ ଚାଲିବ ୮୦ଟି ସୁପର ପ୍ରିମିୟମ ଏକ୍ସପ୍ରେସ ବସ୍‌, ଜଗନ୍ନାଥ ଏକ୍ସପ୍ରେସରେ ମାଆମାନଙ୍କୁ ୫୦% ଭଡ଼ା ରିହାତି ମିଳିବ।

Read more

Local News