Thursday, July 2, 2026
36.1 C
Brahmapur

ଭାବରଡ଼ା ଗ୍ରାମର ସୁବାଷ ବେହେରା ଆକସ୍ମିକ ମୃତ୍ୟୁ :ବିଧାୟକ ମୃତକଙ୍କ ପରିବାରକୁ ଯାଇ ଶୋକ ସଂତପ୍ତ

Share

ପୋଲସରା ବ୍ଲକ୍ ଅନ୍ତର୍ଗତ ଭାବରଡ଼ା ଗ୍ରାମର ସୁବାଷ ବେହେରା (ବୟସ – ୫୦) ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି

Read more

Local News