ବ୍ରହ୍ମପୁର: ସ୍ଥାନୀୟ ଲାଞ୍ଜିପଲ୍ଲୀ ରାମନଗର ସ୍ଥିତ ଶିବାନନ୍ଦ ଶିଶୁ ମନ୍ଦିର ଠାରେ ଆୟୋଜିତ ବିଂଶତମ ବାର୍ଷିକ ଉତ୍ସବ ପାଳନ ଅବସରରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମଞ୍ଚସ୍ଥ ବହୁ ଶିକ୍ଷାବିତ୍, ଗଣ୍ୟମାନ୍ୟ ବ୍ୟକ୍ତି, ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ, ଗୁରୁମା, ଗୁରୁଜୀ, ସ୍ଥାନୀୟ ନେତୃବୃନ୍ଦଙ୍କ ଗହଣରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉତ୍ସଵକୁ ଉଦଘାଟନ କରି ନିଜ ସମ୍ଭାଷଣ ରଖିଥିଲେ ଏବଂ ବିଦ୍ୟାଳୟର ନାନା ଖେଳ, ନାଚ, ଗୀତ, ରଚନା, ବକ୍ତୃତା ଓ ପାଠ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିବା ସହିତ ସେମାନଙ୍କ ଉଜ୍ବଳ ଭବିଷ୍ୟତର କାମନା କରିଥିଲେ..।
Share
Read more