ଆଜି ବିଶ୍ଵପ୍ରସିଦ୍ଧ ଶ୍ରୀ ଶ୍ରୀ ମା ବୁଢ଼ୀ ଠାକୁରାଣୀଙ୍କ ଜୀର୍ଣ୍ଣ ପ୍ରାସାଦ ବିସର୍ଜନ କରାଯାଇ ନୂତନ ଶିଳାମୟ ଦେବୀ ପ୍ରାସାଦ ଅର୍ଘ୍ୟ କରାଗଲା। ଟମା ଶ୍ରୀ ଶ୍ରୀ ବୁଢ଼ୀ ଠାକୁରାଣୀଙ୍କ ଏହି ଶୁଭ ତଥା ପୁଣ୍ୟ ବିଧିରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ବିଜୁ ଜନତା ଦଳର ସର୍ବବର୍ଗୀୟ ପଦାଧିକାରୀ, ନେତୃବୃନ୍ଦ,ବହୁ କର୍ପୋରେଟର, ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଭକ୍ତ ମାନେ ଉପସ୍ଥିତ ଥିଲେ..।
ବିଶ୍ଵପ୍ରସିଦ୍ଧ ଶ୍ରୀ ଶ୍ରୀ ମା ବୁଢ଼ୀ ଠାକୁରାଣୀଙ୍କ ଜୀର୍ଣ୍ଣ ପ୍ରାସାଦ ବିସର୍ଜନ କରାଯାଇ ନୂତନ ଶିଳାମୟ ଦେବୀ ପ୍ରାସାଦ ଅର୍ଘ୍ୟ କରାଗଲା
Share
Read more