ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବୁଦ୍ଧଖୋଲ ପ୍ରାଙ୍ଗଣରେ ” ବୁଦ୍ଧଖୋଲ ମହୋତ୍ସବ-୨୦୨୪ ” ର ଉଦଯାପନ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ,ଭୁବନେଶ୍ୱର ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟସାଣି,କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା ଯୋଗ ଦେଇ ମହୋତ୍ସବ କୁ ଉଦଘାଟନ କରିଛନ୍ତି।ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ତା – ୧୪/୦୧/୨୦୨୪