Thursday, July 2, 2026
36.1 C
Brahmapur

ନାବାଳିକାକୁ ଛାଡିଲେନି ଛତିଶ ବର୍ଷୀୟା ଭେଣ୍ଡିଆ ଯୁବକ l

Share

ଚକଲେଟି ଦେଇ ନାବାଳିକାକୁ ଦୁଷ୍କର୍ମ କାଲ ଯୁବକ, ଚକଲେଟି ପ୍ରଲୋଭନ ଦେଖାଇ ପାଖକୁ ଡାକିଲା ନାବାଳିକାକୁ ଦୁଷ୍କର୍ମ କରି ନିଜ ସ୍ୱାର୍ଥ ପୂରଣ କଲା, ଦେହ ସୁଖ ପାଇଁ ନାବାଳିକାକୁ ବି ଛାଡିଲେଣି 36 ବର୍ଷୀୟ ଯୁବକ, ମୋ ପାଖକୁ ଆସିଲେ ତୋତେ ବହୁତ ଚକଲେଟି ଦେବି, ତୁ ଚକଲେଟ ନବୁ କି ତେବେ ଉପରକୁ ଆସେ ବୟସ ମାତ୍ର ସାତ ବର୍ଷ, କଅଁଳ ବୟସରେ ଚକଲେଟ ପ୍ରତି ସବୁ ପିଲାଙ୍କର ଥାଏ ଅହେତୁକ ଦୁର୍ବଳତା, ଆଉ ସେ ଦୁର୍ବଳତାକୁ ମୁଖ୍ୟ ଅସ୍ତ୍ର କରି ପ୍ରଲୋଭନ ଦେଖାଇ କଅଁଳ ଶିଶୁ କୁ ଡ଼ାକିନେଇ ଦୁଷ୍କର୍ମ କରିଛି ଜଣେ ଛତିଶି ବର୍ଷୀୟ ଭେଣ୍ଡିଆ ଟୋକା, ଯାହା ନାବାଳିକା ର ପରିବାର ଅଭିଯୋଗ କରିଛନ୍ତି l ମଣିଷ ଏତେ ତଳକୁ କିପରି ଖସିଯାଇ ପାରେ ଦେହ ମାଂସ ର ଲୋଭରେ ନିଜ ମାନବିକତା କିପରି ମାରିଦେଇପାରେ, ଦର୍ଶକ ବନ୍ଧୁ ଏଇ ଘଟଣା ଆପଣଙ୍କୁ ନିହାତି ବିଚଳିତ କରୁଥିବ, ଜଣେ ସାତ ବର୍ଷୀୟା ନାବାଳିକା ଯିଏ ଜୀବନର ମାନେ ବୁଝେନାହିଁ, l ସେ ହୋଇଛି ଦୁଷ୍କର୍ମ ର ଶିକାର ଆଉ ତାହାକୁ ଦୁଷ୍କର୍ମ କରିଛି, ଜଣେ ଛତିଶି ବର୍ଷୀୟ ଯୁବକ ସୂଚନା ଅନୁଯାଇ ସାନଖେମୁଣ୍ଡି ବ୍ଲକ ବାଘରଡ଼ା ଗ୍ରାମର ନାବାଳିକା ମନୀଷା ଯାଣିକୁ ସେଇ ଗ୍ରାମର ଜଗା ଚୌଦ୍ଧିରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ପରିବାର ଲୋକଙ୍କ କହିବା ଅନୁଯାଇ ଜଗା ନିଜ ଘର ସାମ୍ନାରୁ ନାବାଳିକା ମନୀଷାକୁ ପ୍ରଥମେ ଚକଲେଟ ଦେଖାଇଥିଲା ଆଉ ଏହା ପରେ ଚକଲେଟ ଦେବି କହି ପାଖକୁ ଡାକିଥିଲା ପରେ ନାବାଳିକା କୁ ତଳ ଘରୁ ଉପରଘରକୁ ଯିବାକୁ କହି ଭିତର ପଟରୁ କବାଟ କୁ ବନ୍ଦ କରିଦେଇଥିଲା l ଜଗା ଚୌଦ୍ଧିରୀ, ଆଉ ପରେ ନାବାଳିକାକୁ ଦୁଷ୍କର୍ମ କରି ବାହାରେ ଏ ବିଷୟରେ କାହାକୁ କହିବୁନି କହି ନାବାଳିକା କୁ ଛାଡିଦେଇଥିଲା l ହେଲେ ନାବାଳିକା ମନୀଷା ଘରକୁ ଆସିବା ପରେ ସବୁକଥା ନିଜ ପରିବାର ଲୋକଙ୍କୁ କହିଦେଇଥିଲେ l ପରେ ପରିବାର ଲୋକ ଗ୍ରାମବାସୀ ମିଶି ଯୁବକକଙ୍କୁ ଅଟକ ରଖି ନିକଟସ୍ଥ ପୋଡାମାରି ଫାଣ୍ଡିକୁ ଖବର ଦେଇଥିଲେ l ଖବର ପାଇ ପୋଡାମାରି ପୋଲିସ ଫାଣ୍ଡି ପହଞ୍ଚି ଯୁବକ ଜଗା କୁ ପ୍ରଥମେ ପୋଡାମାରି ଫାଣ୍ଡି ପରେ ପାଟପୁର ଥାନାକୁ ହସ୍ତାନ୍ତର କରିଥିବା, ସୂଚନା ମିଳିଛି, l

Read more

Local News