
ତା -୨୮/୧ରିଖ ସାଂସଦ କିସ୍ ଅନୁଷ୍ଠାନ ଦ୍ୱାରା ଟିକାବାଲି ଏ, ଏମ୍,ସି,ଏସ୍ ମହାବିଦ୍ୟାଳୟ ଠାରୁ ବାହାରି ଟିକାବାଲି ସରକାରୀ ଉଚ୍ଚବିଦ୍ୟାଳୟ ଖେଳ ପଡିଆ ପର୍ଯ୍ୟନ୍ତ ହୋଇଥିଲା ଏହି ଗଣଦୌଡ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ସାମିଲ ରହି ଛାତ୍ର ଛାତ୍ରୀ ମଧ୍ୟ ରେ ଗଣଦୌଡ ହୋଇଥିଲା ଏହି କାର୍ଯ୍ୟକ୍ରମରେ ହାଇସ୍କୁଲ ଖେଳ ପଡିଆ ଠାରେ ଏକ ସଭା ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା l
