Thursday, July 2, 2026
36.1 C
Brahmapur

ଗୁଣପୁର SBI ମୁଖ୍ୟ ବ୍ରାଞ୍ଚ ସାମ୍ନାରୁ ବାଇକ୍‌ ଡିକିରୁ ୨ ଲକ୍ଷ ଟଙ୍କା ଧରି ଚମ୍ପଟ l

Share

ଗୁଣପୁର SBI ମୁଖ୍ୟ ବ୍ରାଞ୍ଚ ସାମ୍ନାରୁ ବାଇକ୍‌ ଡିକିରୁ ୨ ଲକ୍ଷ ଟଙ୍କା ନେଇଗଲେ ୨ ଦୁର୍ବୃତ୍ତ ଲୁଟ୍‌ର ଶିକାର ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଡିକିରେ ରଖିଥିଲେ, ଦୁର୍ବୃତ୍ତମାନେ କିଛି ଟଙ୍କା ରାସ୍ତାରେ ରଖି ଟଙ୍କା ପଡ଼ି ଯାଇଥିବା କହିଥିଲେ, ଟଙ୍କା ଗୋଟାଇବାକୁ ଗଲା ବେଳେ ଡିକିରୁ ଟଙ୍କା ନେଇ ଦୁର୍ବୃତ୍ତ ଚମ୍ପଟ !. I

Read more

Local News