ଶ୍ରୀରାମ ଚନ୍ଦ୍ରପୁର ପଞ୍ଚାୟତରେ ଛତ୍ରପୁର ବିଧାୟକଙ୍କୁ କଳାପତାକା ଦେଖାଇବା ସହ ସୁଭାଷ ବେହେରା ଡାଉନ୍ ଡାଉନ୍ ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରାଯାଇଛି। ଯାହା ଫଳରେ କାର୍ଯ୍ୟକ୍ରମରେ ଉତ୍ତେଜନା ସୃଷ୍ଟି ହେବାରୁ ପୋଲିସ ହସ୍ତକ୍ଷେପ କରି ବୁଝାସୁଝା କରିଥିବା ଜଣାପଡିଛି।

Read more
Company
© Odisha Darpan - All Rights Reserved.