Thursday, July 2, 2026
36.1 C
Brahmapur

କୃମି ଔଷଧ ଖାଇ ୨୦ ଛାତ୍ର ଛାତ୍ର ଅସୁସ୍ଥ l

Share

କୃମି ଔଷଧ ଖାଇ ୨୦ ଛାତ୍ରଛାତ୍ରଅସୁସ୍ଥ ସାଲେପୁର: କୃମି ଔଷଧ ଖାଇ ୨୦ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ହାଇସ୍କୁଲରେ ଅଘଟଣ କୃମି ଔଷଧ ଖାଇବାରୁ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ ସହ ବାନ୍ତି କରିଥିଲେ l

Read more

Local News