Thursday, July 2, 2026
36.1 C
Brahmapur

ସମସ୍ତ ଙ୍କ ପ୍ରିୟ ନେତା ଶ୍ରୀ ବିପ୍ଳବ ପାତ୍ର, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ l

Share

ସମସ୍ତ ଙ୍କ ପ୍ରିୟ ନେତା ଶ୍ରୀ ବିପ୍ଳବ ପାତ୍ର, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଏସ.ଟିକରପଡ଼ା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ତଥା ଘାସିଆମ୍ବ, ଉସ୍ତପଲ୍ଲୀ, ଚାକୁଣ୍ଡାପଲ୍ଲୀ, ଏସ.ଟିକରପଡ଼ା ଆଦିବାସୀ ସାହି, ବାଲିପାଟ, ପୋଡ଼ାଖାଲ, ବାବୁଲିବନ୍ଧ, ଖାରିସାହି, ଜୁଆଣପଲ୍ଲୀ, ଜୁଆଣପଲ୍ଲୀ ଆଦିବାସୀ ସାହି, ବିଛାପାଟ, ଫାର୍ଶିବନ୍ଧ ଏବଂ ଏସ. ଟିକରପଡ଼ା ଗ୍ରାମ ଠାରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହେଇଥିବା ‘ଘରେ ଘରେ ଶଙ୍ଖ’ ପରିବାର ସମ୍ପର୍କ ଅଭିଯାନରେ ଯୋଗ ଦେଇଥିଲେ l

Read more

Local News