Thursday, April 9, 2026
35.4 C
Brahmapur

ଜଟଣୀ ତରାବୋଇରେ ଅଗ୍ନିକାଣ୍ଡ

Share

ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତରାବୋଇ ନୂଆ ସାହିରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଦୁଇ ବଖରା ଘର ସମ୍ପୂର୍ଣ ଜଳିଯାଇଛି। ଘରର ସମସ୍ତ ଆସବାପତ୍ର ଜଳି ପୋଡି ପାଉଁଶ ହୋଇଛି। ଘଟଣା ସ୍ଥଳରେ ଜଟଣୀ ଅଗ୍ନିଶମ ପହଁଚି ନିଆଁ ଆୟତ କରିଛନ୍ତି। ଖୋର୍ଦ୍ଧାରୁ ରାଜେନ୍ଦ୍ର ପ୍ରସାଦ ନାୟକଙ୍କ ରିପୋର୍ଟ

Read more

Local News