Friday, May 29, 2026
28.8 C
Brahmapur

ବାଲେଶ୍ବର ଜିଲ୍ଲା ପୋଲିସର ମହାନତା

Share

ବାଲେଶ୍ୱର:ପୁଅମାନେ ମାଆର ଶବ ସତ୍କାର କରିବାକୁ ରନ୍ ଆସିଲେନି ବୋଲି କଣ ଶବଟା ପଡ଼ିରହିବ ତେଣୁ ପୁଅ ସାଜିଲେ ପୋଲିସ କର୍ମୀ । ଶବକୁ କାନ୍ଧ ଦେଲେ, ମଶାଣି ନେଇ ସେଠାରେ ଶବ ସତ୍କାର କଲେ। ନିଜ ଜନ୍ମକଲା ପୁଅମାନଙ୍କର ଅମଣିଷପଣିଆ ଆଉ ପୋଲିସର ମହାନତା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ଲୋକନାଥପୁର ଗ୍ରାମରେ।

Read more

Local News