Wednesday, May 20, 2026
38.7 C
Brahmapur

ବ୍ରହ୍ମପୁରରେ ଏନକାଉଣ୍ଟର ।

Share

ବ୍ରହ୍ମପୁର ଲାଞ୍ଜିପଲ୍ଲୀର ଜଣେ ଦୁର୍ଦ୍ଦନ୍ତ ଅପରାଧୀ ଦିପୁନ ନାୟକକୁ ଏନକାଉଣ୍ଟର ହୋଇଥିବା ସୂଚନା।ଏନକାଉଣ୍ଟର ହୋଇଥିବା ଦିପୁନ ନାୟକ ଓରଫ ଦିପୁନା ଏମକେସିଜି ମେଡିକାଲ ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସା ଜାରି ରହିଛି।

ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

Read more

Local News