Monday, July 13, 2026
35.9 C
Brahmapur

ବେଆଇନ କାର୍ଯ୍ଯ କଳାପ ସହ ନକଲି କାରଖାନାର ପେଣ୍ଠ ସ୍ଥଳି ପାଲଟିଛି ସଦର ଥାନା ଅଞ୍ଚଳ।

Share

ବେଆଇନ କାର୍ଯ୍ଯ କଳାପ ସହ ନକଲି କାରଖାନାର ପେଣ୍ଠ ସ୍ଥଳି ପାଲଟିଛି ବ୍ରହ୍ମପୁର ସହରର ସଦର ଥାନା ଅଞ୍ଚଳ। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୃପାସିନ୍ଧୁପୁର ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ବେଆଇନ ବ୍ୟବସାୟରେ ଜବରଜସ୍ତ ଯୁବକଙ୍କୁ ନିୟୋଜିତ କରାଯାଉଛି।ବ୍ୟବସାୟ ପାଇଁ ମନା କରିବା ଏବଂ ଟିମ୍ ରୁ ଅଲଗା ହେବାକୁ ଚେଷ୍ଟା କଲେ ଘରୁ ଉଠାଇ ନେଇ ବନ୍ଦ କୋଠରି ରେ ଦିଆ ଯାଉଛି ଏଭଳି କିଛି ଅମାନୁଷିକ ଦଣ୍ଡ। ଯାହା ଦେଖଣା ହାରୀଙ୍କ ଛାତି ଥରାଇ ଦେଇଛି। ତୁରନ୍ତ ଗିରଫ କରିବା ସହ ବେନିୟମ କାର୍ଯ୍ୟ ସମ୍ପର୍କରେ ପର୍ଦ୍ଦାଫାସ ହେବା ଜରୁରୀ। ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ।

ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

Read more

Local News