Monday, July 13, 2026
35.9 C
Brahmapur

ରଙ୍ଗେଇଲୁଣ୍ଡା ବ୍ଲକରେ ପଞ୍ଚାୟସ୍ତରୀୟ ଉନୟନ ପ୍ରଶିକ୍ଷଣ ଶିବିର

Share

ରଙ୍ଗେଇଲୁଣ୍ଡା :-ରଙ୍ଗେଇଲୁଣ୍ଡା ପଞ୍ଚାୟତ ସଦଭାବନା ଗୃହରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ଉପରେ ଏକ ପ୍ରତିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ବଡକୁସ୍ଥଳୀ,ସାତକୁଟୁଣି, ହଳଦିଆପଦର, ଚିକରଡା ,ରଙ୍ଗିପୁର, ଗଉଞ୍ଜୁ, ଫୁଲଟା ଗ୍ରାମ ପଞ୍ଚାୟତର ସରପଞ୍ଚ, ନାୟକ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟ ଓ ୱାର୍ଡ ସଭ୍ୟସଭ୍ୟା, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଓ ଗ୍ରାମ ପଞ୍ଚାୟତ ଫଣ୍ଟଲାଇନ ୱାର୍କରକୁ ନେଇ ଉକ୍ତ ପ୍ରତିକ୍ଷଣ ଶିବିରରେ ସଙ୍ଗୀତା ନାୟକ, ଜିଲ୍ଲା ପରିଷଦ ଗଞାମ ପକ୍ଷରୁ ଆର୍‌ପି ଜଗନ୍ନାଥ ସାହୁ, ରାମକୃଷ୍ଣ ଦାସ, ଉପସ୍ଥିତ ରହି ପିଡିପି ଉପରେ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିପିଡିଓ ସନ୍ତୋଷ କୁମାର ବେହେରା ଓ ସିପି ଲଲାଟେନ୍ଦୁ ଦାସ ପରିଚାଳନା କରିଥିଲେ ।ରଣ୍ଡାରୁ ସୁକାନ୍ତ କୁମାର ଦାସଙ୍କ ରିପୋର୍ଟ ଓଡ଼ିଶା ଦର୍ପଣ

Read more

Local News