ପୁରୁଷୋତ୍ତମପୁର ଗତକାଲି ଋଷିକୂଲ୍ୟା ନଦୀର ଭାଷାଣୀ ବେଳେ ଯୁବକ ଭାସି ନିଖୋଜ ଘଟଣା, ଆଜି ସକାଳୁ ଅଲାରୀ ଗାଆଁ ନିକଟ ନଦୀ କୁଳରୁ ମୃତ ଶରୀର ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା । ମୃତ ଯୁବକ ଜଣଙ୍କ ହେଲେ ସୁମିତ୍ କୁମାର ମିଶ୍ର। ସେ ପୁରୁଷୋତ୍ତମପୁର କଜେଲ ରେ +୩ ର ଛାତ୍ର ଥିଲେ ।
ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।
