ଚନ୍ଦକା ଅଞ୍ଚଳରୁ ଥାନା ନିକଟରୁ ଯୁବକଙ୍କୁ ଅପହରଣ ।

Share

ରାଜଧାନୀ ଭୁବନେଶ୍ୱରରେ ପୁଣି ଅପହରଣ ଅଭିଯୋଗ । ଚନ୍ଦକା ଥାନା ନିକଟରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ଯାହା ଲଜ୍ୟାର କଥା କି ଥାନା ନିକଟସ୍ଥ ସ୍ଥାନ ମଧ୍ୟ ସୁରକ୍ଷିତ ନୁହଁ। ଏକ କାରରେ କିଛି ଦୁର୍ବୁତ୍ତ ଆସି ଅପହରଣ କଲେ। ଅପହୃତ ଯୁବକ ଦାରୁଠେଙ୍ଗର ଆଶିଷ ରଞ୍ଜନ ବେହେରା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପହରଣ ବୋଲି ସୂଚନା ମିଳିଛି । ଅଳ୍ପକେ ଅନ୍ୟ ଜଣେ ବନ୍ଧୁ ଖସିଯାଇଛନ୍ତି। ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଜାରି ରଖିଛି। 

Read more

Local News