Monday, July 13, 2026
35.9 C
Brahmapur

ଦୁବଇ ବିମାନ ସୋ’ରେ ଏକ ତେଜସ ବିମାନ ଦୁର୍ଘଟଣା ଗ୍ରସ୍ତ

Share

ନୁଆଦିଲ୍ଲୀ:ଦୁବଇ ବିମାନ ସୋ’ରେ ଏକ ତେଜସ ବିମାନ ଉଡାଣ ବେଳ ଦୁର୍ଘଟଣା ଗ୍ରସ୍ତ ହୋଇ ଜଳିଯାଇଛି । ଏହି ବିମାନଟି ଆକାଶରୁ ହଠାତ୍‌ ତଳ ଆଡକୁ ଖସି ଆସିଥିଲା । ତଳେ ପଡିବା ପରେ ଏଥିରେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ସମୟ ଦିନ ୨ଟା ୧୦ରେ ଏହି ଦୁର୍ଘଟଣା ଘଟିଛି ।ଏହିଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି । ଭାରତୀୟ ବାୟୁସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ।

Read more

Local News