ଦିଗପହଣ୍ଡି:ସାନଖେମୁଣ୍ଡି ତହସିଲଦାର ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲଦାର୍ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଧାରଣା ଦେଲେ ଯୁବତୀ ।RTI ତଥ୍ୟ ମାଗିବାରୁ କାର୍ଯ୍ୟାଳୟ ଭିତରେ ପ୍ରତିଭା ନାମକ ଏକ ଯୁବତିଙ୍କୁ ନାଲି ଆଖି ସହ ଦୁର୍ବ୍ୟବହାର କରିଥିବା ହେତୁ ତହସିଲଦାରଙ୍କ ପ୍ରକୋଷ୍ଠ ନିକଟରେ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ଧାରଣା।