ଭୋଟ ପାଇଁ ଦଳର ସବୁ ନାଟ ହେଉଛି।ସେ ଭିତରୁ ୟେ ଗୋଟେ ନିଆରା ନାଟକ ଯାହା ପାଇଁ ଟଙ୍କା ଖର୍ଚ୍ଚ ହୁଏ ନାଟକ ବି ହୁଏ।ସେ ହଉଚି ବସୁଧା ନାଟକ ଯାହା ବହୁ ଚଳପ୍ରଚଳ କିନ୍ତୁ କାମ ଏତେ ଦୁର୍ବଳ ଯେ ଟ୍ୟାଙ୍କର ଲିକେଜ ବି ହେବାରେ ଲାଗିଛି।ସୁକୁଣ୍ଡା ଗ୍ରାମ ନିକଟରେ ନୂତନ ଭାବେ ବସୁଧା ଯୋଜନା ନିର୍ମାଣ ହୋଇଥିବା ଓଭର ହେଡ ଟ୍ୟାଙ୍କରେ ଲିକେଜ। ଯାହା ପାଇଁ ବହୁ ଅସୁବିଧା ସମୁଖୀନ ହେବାକୁ ପଡ଼ିଲାଣି।କାହାର ନଜର ନାହିଁ କି ନଜର ଦିଆଯାଉନି ପ୍ରଶ୍ନବାଚି ସୃଷ୍ଟି ହେଲାଣି ଏତେ ଯେ ଶେଷରେ ମିଡ଼ିଆ ଆଗରେ ଆସିଲାଣି କିନ୍ତୁ ପ୍ରଶାସନ ର ନଜରକୁ ଆସୁନି କି ତାର କାମ ମଧ୍ୟ ହଉନି।