ରଙ୍ଗେଈଲୁଣ୍ଡା ବ୍ଲକ ଅଧୀନରେ ଥିବା ଅନ୍ତରବାଟିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଣ ଦେଖା ଦୃଷ୍ଟି ଦେଖିବାକୁ ମିଳିଛି l ସ୍କୁଲର କିଛି କିଛି ଜାଗାରେ ହୋଲ, ଭାଙ୍ଗି ଯିବା, ଦୁଲା ପଡ଼ିଯିବାର ସମ୍ବାବନା ଅଛି ଏବଂ ନା ଅଛି ପ୍ଲେ ଗ୍ରାଉଣ୍ଡ, ନା ଅଛି ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୌଣସି ସୁରକ୍ଷା l ଛାତ୍ର ଛାତ୍ରୀ ମାନେ କ୍ଲାସରେ ପାଠ ପଡିବାର ସମସ୍ୟା ପୁଣି ସେଠାରେ ଲାଟିନ ନାହିଁ ଏହି ସବୁ ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି l ସେହି ରାସ୍ତା ଦେଇ ଜାତୟାତ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଛାତ୍ର ଛାତ୍ରୀ କହିଥିଲେ ଓ ବିଦ୍ୟାଳୟର ହେଡ଼ ମାଷ୍ଟର, ବାବୁ ଚରଣ ସେଠି, ସରପଞ୍ଚ ମହଦାୟ ନମିତା କୁମାରୀ ମହାଙ୍କୁଡ଼ ଓ ସି ଅର ସୀ, ନୟନା ପଟନାୟକ, ବିଡିଓଙ୍କୁ ଲିଖିତ ଭାବେ ଦେଇଛନ୍ତି ବୋଲି ଦର୍ଶାଇ ଥିଲେ l ଯଦି ବିଦ୍ୟା ମନ୍ଦିର ପୀଠରେ ଏହିଭଳି ସମସ୍ୟା ଦେଖା ଦେଉଛି, ହେଲେ ପିଲା ମାନଙ୍କ ଭବିଷ୍ୟତ କଉଭଳି ଉର୍ନତି ହେବ, ନା ମାଟିରେ ମିଶିଯିବ l ଏ ସମସ୍ୟାର ସମାଧାନ କେବେ ଦୂର ହେବ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କର ସ୍ବପ୍ନ କେବେ ସପୂର୍ଣ୍ଣ କରିବେ ଓଡିଶା ସରକାର ତାହା ଦେଖିବାକୁ ବାକି ରହିଲା l

