Wednesday, May 20, 2026
38.7 C
Brahmapur

ବ୍ରହ୍ମପୁର ପୋଲିସ ଦୁଇ ଆଇପିଏଲ ବୁକି ଙ୍କୁ ଗିରଫ କରିଛି।

Share

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ପୋଲିସ ଦୁଇ ଆଇପିଏଲ ବୁକି ଙ୍କୁ ଗିରଫ କରିଛି l ସେମାନେ ହେଲେ ବୈକୁଣ୍ଠ ନଗରର ରୋହିତ୍ ମହାନ୍ତି ଓ ବାବୁ ଗୌଡ଼ ଦେଶୀ ବେହେରା ସାହି ଅଞ୍ଚଳର ବୋଲି ଜଣାପଡିଛି l ଦୁଇ ଜଣ ଙ୍କୁ ବ୍ରହ୍ମପୁର ଟାଉନ୍ ଥାନା ଓ ବଡ ବଜାର ପୋଲିସ୍ ଅଧିକାରୀଙ୍କ ଜରିଆରେ ଗିରଫ କରାଯାଇଛି।

ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

Read more

Local News