Wednesday, May 20, 2026
38.7 C
Brahmapur

ହିଞ୍ଜିଳି ଥାନା ଅନ୍ତର୍ଗତ ଗ୍ରାମରେ ଏକ ଅଭାବନୀୟ ଘଟଣା।

Share

ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡା ଗ୍ରାମରେ ଏକ ଅଭାବନୀୟ ଘଟଣା। ମଙ୍ଗଳବାର ଦିନ ୧ ଘଣ୍ଟା ସମଯରେ ପ୍ରେମିକ ର ଭାଇ ମାରିଲା ଧାରଣା ରତ ପ୍ରେମିକା କୁ। ଘର ଆଗରେ ୩ବର୍ଷର ଝିଅ ସହ ପେଟରେ ୪ ମାସ ର ଗର୍ଭବତୀ ପ୍ରେମିକା। ସୋମବାର ରାତିରେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ସେହି ଦୁର୍ଘଟଣା ଗ୍ରସ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଜାରି ରହିଥିବା ଜଣା ପଡିଛି।

ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

Read more

Local News