ବ୍ରହ୍ମପୁର ବିଜୁ ଜନତା ଦଳର ବରିଷ୍ଟ ନେତା CK ପ୍ରଧାନ ତଥା କର୍ପୋରେଟର ପାର୍ବତୀ ପ୍ରଧାନଙ୍କ ସ୍ୱାମୀଙ୍କ ପରଲୋକ ଘଟିଛି। ସେ ସୁନାବେଡା ରେ ରହୁଥିବା ତାଙ୍କ ଝିଅଙ୍କ ଘରକୁ ଯାଇଥିବା ବେଳେ ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି । ମର ଶରୀର ବ୍ରହ୍ମପୁର ନେହେରୁ ନଗର ଦଶମ ଲାଇନକୁ ଅଣା ଯାଇଥିଲା ବୋଲି ଜଣାପଡିଛି ।
ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।
