ବ୍ରହ୍ମପୁର ଗିରିରୋଡ ରେ ବିଚ୍ ରାସ୍ତା ଉପରେ ଯୁବକ ଙ୍କୁ ଆକ୍ରମଣ। ଦୃବୃତ ମାନେ ବିଚ୍ ରାସ୍ତା ଉପରେ ଜଣେ ଯୁବକ ଓ ମହିଳା ବନ୍ଧୁଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରୁଥିବା ଦୃଶ୍ୟ ମିଳିଛି। ଏନ୍କାଉଣ୍ଟର ପରେ ବି ପୁଲିସକୁ ଅପରାଧୀଙ୍କ ଭୟ ନାହିଁ । ଏହି ଦୃଶ୍ୟ ଦେଖିଲେ ବ୍ରହ୍ମପୁରରେ ଅପରାଧ ଚରମ ସୀମାରେ ପହଞ୍ଚିଥିବା ଲାଗୁଛି। ଆକ୍ରମଣକାରୀଙ୍କ ବିରୋଧରେ କି ପଦକ୍ଷେପ ନେବ ପୁଲିସ ?
ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।
