Monday, July 13, 2026
35.9 C
Brahmapur

ମହେନ୍ଦ୍ରଗିରି ଯିବା ରାସ୍ତା ରେ ଅନ୍ଦାଣ୍ଡ ଗ୍ରାମରେ ବଡ ଧରଣର ଦୁର୍ଘଟଣା।

Share

ମହେନ୍ଦ୍ରଗିରି ପର୍ବତରେ ଚାଲିଥିବା “ମହେନ୍ଦ୍ରଗିରି ଯାତ୍ରା” ପାଇଁ ବହୁ ଲୋକ ସେଠାକୁ ଆସିଥିଲେ । ସେହି ଯାତ୍ରା ଠୁ ଫେରିବା ବେଳେ ରାସ୍ତାରେ ଅନ୍ଦାଣ୍ଡ ଗ୍ରାମରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩୦ ଜଣ ଆହତ ଏବଂ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ଚିକିତ୍ସାଳୟ ରେ ଭର୍ତ୍ତି କରି ସେମାନଙ୍କ ଚିକିତ୍ସା ଜାରି ରହିଛି।

ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

Read more

Local News