କାର୍, ବାଇକ୍ ଓ ଏକ୍ସେଲ୍ ମଧ୍ୟରେ ଧକ୍କା; ୨ ଜଣ ଆହତ । ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଓଭର ବ୍ରିଜ୍ ଉପରେ କାର୍, ବାଇକ୍ ଓ ଏକ୍ସେଲ୍ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଚାଳକ ଓ ଏକ୍ସଲ ଚାଳକ ଆଦି ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ୍ସଲ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡ଼ିକାଲକୁ ନିଆଯାଇଥିବା ସୂଚନା ମିଳିଛି।
ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

