ବ୍ରହ୍ମପୁର BeMC ଅଫିସର ମାନେ AC ରେ ବସି ମଜା ନେଉଛନ୍ତି, ବର୍ଷା ପାଣି ରେ ସାହି ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ବର୍ଷା ହେବାର ପୂର୍ବରୁ ଡ୍ରେନ୍ ନାଳ ନର୍ଦ୍ଦମା ସଫା କରି ଦେଇଥିଲେ ଏହି ବର୍ଷା ସମୟରେ ସାହି ବାସିନ୍ଦା ଅସୁବିଧା ହୋଇନଥାନ୍ତେ।
ବ୍ରହ୍ମପୁର୍ ରିପୋର୍ଟର ସୁରେଶ ବେହେରା।

Read more
Company
© Odisha Darpan - All Rights Reserved.