ସାନଖେମୁଣ୍ଡି ବ୍ଲକ ସୁନ୍ଦରପୁର ଠାରେ ଧାନ ମଣ୍ଡି ଉଦଘାଟନ l

Share

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନରେ ଥିବା ପଟିଗୁଡ଼ା ସେବା ସମବାୟ ସମିତି ସୁନ୍ଦରପୁର ଠାରେ ଧାନ ମଣ୍ଡି ଉଦଘାଟନ କରାଗଲା । ଏଥିରେ ସମିତିର ସଭାପତି ଓ ନିର୍ଦ୍ଦେଶକ ତଥା ଚାଷୀ ମାନେ ଯୋଗଦେଇଥଲେ ଏବଂ ଆସ୍କା ସମବାୟ କେନ୍ଦ୍ର ବ୍ୟାଙ୍କ ର ନିର୍ଦ୍ଦେଶକ ଶ୍ରୀ ଗଙ୍ଗାଧର ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ସୁଚାରୁରପେ କାର୍ଯ୍ୟ ସମ୍ପାଦନ ନିମନ୍ତେ ପରାମର୍ଶ ଦେଲେ।

Read more

Local News