
ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅଧୀନରେ ଥିବା ଓ ଡ଼ି ଆର ପି ବାତ୍ୟା ସ୍ଥଳ ତ୍ରିନାଥ ବରଗଛ ଚନ୍ଦିନୀ ରାସ୍ତା ନୁହେଁ ତ ଏ ଗୋଟିଏ ମରଣ ଯନ୍ତା ବୋଲି ସ୍ତାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି l ରାତ୍ର ହେଲେ ମଦ୍ୟପ ମାନଙ୍କ ପେଣ୍ଠସ୍ଥଳୀ ଓ ଚୋରି ହୁଏ ବୋଲି ଦର୍ଶାଇଛନ୍ତି l ଏହି ରାସ୍ତା ବର୍ଷା ହେଲେ କାଦ ଓ ପାଣି ଜମି ରହିଵା ଅଳିଆ ଆବର୍ଜନା ରହିଵା ଦୃଶ୍ୟ ଦେଖିବାକୁ ମିଳିଛି I ଏ ରାସ୍ତା ଦେଇ ପିଲାମାନେ ସ୍କୁଲ ଯିବା ଓ ବାସିନ୍ଦା ର, ମା ମାନେ ଯିବା ଆସିବ ରେ ବହୁ ଆସିବୁଧା ର ସମୁଖୀନ ହେବାକୁ ପଡୁଛି,l ଖାଲ ଢ଼େପ ହୋଇଥିବାରୁ ଅସୁବିଧା ସମୁଖୀନ ହୋଇ ଆସୁଛନ୍ତି, l ହେଲା ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ହେଉନାହିଁ, ବୋଲି ସ୍ଥାନୀୟ ବାସିନ୍ଦା ମତପ୍ରକାଶ କରିଛନ୍ତି, I ଏହି ବାସିନ୍ଦା ର ଅଭିଯୋଗ ନା ଶୁଣୁଛନ୍ତି ସ୍ଥାନୀୟ ସରପଞ୍ଚ, ମହଦୟା ନମିତା କୁମାରୀ ମାହାଙ୍କୁଡ଼ା ଙ୍କ ସହଯୋଗୀ ଶରତ ଚନ୍ଦ୍ର ମହାଙ୍କୁଡ଼ ଆମ ଗଣ ମାଧମ କୁ ଦର୍ଶାଇଛନ୍ତି ଯେ ମୁଁ ରିଭିନ୍ୟୁ ଡିପାର୍ଟମେଣ୍ଟ, ବ୍ଲକ, 5ଟି ସଚିବ କୁ ଲିଖିତ ଆକାରରେ ଦିଆ ଯାଇଛି ବୋଲି ମତ ପ୍ରକାଶ ଦେଇଛନ୍ତି l ବର୍ତମାନ ଏହି ରାସ୍ତା ନିର୍ମାଣ କେବେ ହେବ ଏହା ଉପରେ ପ୍ରଶାସନ ଙ୍କ ଦୃଷ୍ଟି ପଡିଵା ନିହାତି ଅବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ଦର୍ଶାଇଛନ୍ତି l ଏ ସମସ୍ୟା ର ସମାଧାନ କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା l
