
ଗଂଜାମ ଜିଲ୍ଲା ଶ୍ୟାମଳାୟୀ ମନ୍ଦିର ପ୍ରାଙ୍ଗଣରେ ରେ ତଆ10/01/2024 ରିଖ ନ୍ୟୂଜ ଟୁଡେ ଓଡ଼ିଆ ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଶ୍ରୀ ଯୁକ୍ତ D ବିଶ୍ଵନାଥ ଓଡ଼ିଶା ରୁରାଲ ହାଉସିଙ୍ଗ ଡେଭଲପମେଣ୍ଟ କର୍ପୋରେସନ, ଶ୍ରୀ ଯୁକ୍ତ ସୁରେନ୍ଦ୍ର ପ୍ରଧାନ ଏଡଭଆଇଜର ଓଡ଼ିଶା ଷ୍ଟେଟ୍ ଏଗ୍ରିକାଲଚର ମାର୍କେଟୀଙ୍ଗ ଵୋଡ , ସମ୍ମାନ ଅତିଥି ଏନ୍ ରଘୁନାଥ , ପୌରପରିଷଦ ଅଧ୍ୟକ୍ଷୟ ସୁବାସ ଚନ୍ଦ୍ର ପୋଲାଇ, ହିଞ୍ଜିଳିକାଟୁ ବ୍ଳକ ଉପଧକ୍ଷା ସୁନିଲ୍ କୁମାର୍ ଗନ୍ତାୟତ, ଗ୍ରୀଡକ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଏ ସୁଦର୍ଶନ 69, ଜାତୀୟ କଂଗ୍ରେସ ହିଞ୍ଜିଳି ନଗର ସଭାପତି ସୁନାରାମ ସାବତ,1 ସାରୁ ସରପଞ୍ଚ ନୀଳାଞ୍ଚଳ ସାହୁ ସମାଜସେବୀ କିରଣ ପଟ୍ଟନାୟକ,ବିଜେଡି ଛାତ୍ର ସଭାପତି ସଞ୍ଜୟ କୁମାର ପଣ୍ଡା.ଦେବାନନ୍ଦ ମହାପାତ୍ର ରାଜ୍ୟ ସାଧାରଣ ସଂପାଦକ ଵିଜୁ ଜନତାଦଳ, ଜିଲ୍ଲା ନାରୀନେତ୍ରୀ ମଞ୍ଜୁଡି ସ୍ବାଇଁ, ଓ ଅନେକ ମିଡ଼ିଆ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ସମସ୍ତ ଙ୍କୁ ମାନ ପତ୍ର ସହ ଉପଢ଼ୌକନ ନ୍ୟୂଜ ଟୁଡେ ଓଡ଼ିଆ ଶ୍ରୀ ଯୁକ୍ତ ଶଙ୍କର ନାୟକ ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ ଓ ନିୟୁଜ ଟୁଡ଼େ ର ସବ ଏଡିଟର ମଞ୍ଚ ପରିଚାଳନା କରିଥିଲେ। ଅତିଥି ଉମା ଶଙ୍କର ସାହୁ ସୂଚନାଯୋଗ୍ୟ ଗଂଜାମ ଜିଲ୍ଲା ନ୍ୟୂଜ ଟୁଡେ ଓଡ଼ିଆ ସୁନାମ ଅର୍ଜନ କରିଥିବା, ରାଜନୈତିକ ଓ ଵୃଦ୍ଧି ଜୀଵୀ ମହଲରେ ପ୍ରିୟପାତ୍ର ହୋଇଅଛି। ଆଗାମୀ ଦିନରେ ଓଡିଶା ରେ ଏକ ନମ୍ବର ଡିଜିଟାଲ ମିଡିଆ ପ୍ରଶଂସା ପାତ୍ର ହେବ ମତବ୍ୟକ୍ତ ଦେଇଛନ୍ତି। ଆସନ୍ତୁ କ’ଣ କହିଛନ୍ତି ଶୁଣିବା।
